ODIA FRIENDS IN FACEBOOK(ଆମେ ସବୁ ଓଡିଆ ସାଥୀ ଫେସ୍-ବହିରେ)

Odia bhasa prati sneha adara rakhiba.Ame odia boli nijaku garb anubhaba kariba .Jeunthi rahuchhanti jagatara natha jagannatha ; ehibhali eka prabitra rajyare janma hoi odia Bhasa sahitya,sankruti,odishara mana sanmana bajai rakhithiba odia preminku ODIA FRIENDS IN FACEBOOK group swagata kare ;Au utkal palli drushyaku jetebele odiamankara akhipade se odia Bhasare gabhira premare jorare gai uthe :-
୨.''ଆଲୁଅ ତା'ର କି ମନୋହର
ଅନ୍ଧକାର ତା'ଠାରୁ ଭଲ
ଜୀବନ ପଥେ ଫିଟାଏ ନୂଆ ରାହାଟି
ଛୋଟ ମୋର ଗାଁଟି ।"
୩."ମାଆ ତହୁଁ ପିର୍ୟ ସେ ଜନମ ମାଟି
ସୁନାର ଫସଲ ପଡେ ଫାଟ
ସ୍ମୁରୁତିକି ଯାର ମନେ ଘୋରିବାଟି
ପାଦୁକ ପରାଅ ପାଅରେ ।"

୪."ଆହେ ଦୟାମୟ ବିଶ୍ୱବିହାରୀ
ଘେନ ଦୟା ବହି ମୋରଗୁହାରି ।"
୫."ବୋଲ୍ ବମ୍ ହର ହର ବମ୍
ବୋଲ୍ ବମ୍ ହର ହର ବମ୍
ଜଟିଆବାବା ପାର୍ କରେଗା
ଭୋଲା ବାବା ପାର୍ କରେଗା"
୬."ବଡବଡିଆ ହୋ ଅନ୍ଦାରରେ ଯାଅ ଆଲୁଅରେ ଆସ,
ଗଂଗା ଯାଅ,ଗୟା ଯାଅ,
ମହାପର୍ସାଦ ଖାଇ ବାଇଶି ପାହାଚରେ ଗଡଗଡଉଥାଅ ।"
୭."ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲିଯାଆନ୍ତୁ ପିଠିରେ ।sk bhuyan